ଗୁଲଗୁଲା

ଉଇକିଅଭିଧାନ‌ରୁ

ଗୁଲଗୁଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • noicon(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହିନ୍ଦୀ - ଗୁଲ୍ଗୁଲ୍=କୋମଳ)[ସମ୍ପାଦନା]

ବିରିଲଡ଼ୁ; ପିଷ୍ଟକ— ବିଶେଷ —A kindd of round cake.

[ଦ୍ରଷ୍ଟବ୍ୟ —ଫେଣା ହୋଇଥିବା ବିରିବଟାକୁ ଘିଅ ବା ତେଲରେ ଛାଣି ଗୁଲ୍ଗୁଲା ତିଆରି କରାଯାଏ]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ସମବେଦନା ପ୍ରକାଶ; ଦୁଃଖୀ ପ୍ରତି ସହାନୁଭୂତି —Commiseration.

ପ୍ରାଦେଶିକ - (ସମ୍ୱଲୁପର)ବିଶେଷଣ -[ସମ୍ପାଦନା]

୧. ସମବେଦନା ପ୍ରକାଶ କରୁଥିବା —୧. Commiserating.
୨. ଅତି ବିନୀତ ଓ ନମ୍ର ହୋଇ କଥା କହୁଥିବା; ନାଉଲି ଛାଉଲି —୨. Speaking humbly.
୩. ଗୋଗୋଛବାଡ଼ିଆ — ୩. Sever thrashing.

(ଯଥା—ସେ ତା ଭାଇକୁ ଗୁଲ୍ଗୁଲା କରି ପିଟି ପକାଇଲା)