ଗୁଲତରାସ୍

ଉଇକିଅଭିଧାନ‌ରୁ

ଗୁଲତରାସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫା)[ସମ୍ପାଦନା]

୧. ଯେଉଁ କତୁରୀଦ୍ୱାର ବତିର ଜଳିଯିବା ଅଂଶ (ଗୁଲ) କଟାଯାଏ —୧. Scissors used for cropping the burnt portion of wicks.
୨. ବତିର ଗୁଲି କାଟିବା ଚାକର —୨. Servant whose duty is to crop the burnt portion of wicks.
୩. ବଗିଚାରେ ଗଛର ଆଗକୁ କାଟିବା ଛାଣ୍ଟିବା କତୁରୀ — ୩. Scissors used for cutting the tops of plants; pruning scissors.
୪. ଯେଉଁ ମାଳି ବଗିଚାର ଗଛମାନଙ୍କ ଅଗକୁ କାଟଛଣ୍ଟା କରେ —୪. A servant or Māḻi whose duty ia to prune the plants in a garden.
୫. ପଥର ଉପରେ ଫୁଲକାମ ଓ ନକସା ଖୋଳିବା ପାଇଁ ବ୍ୟବହୃତ ବେଣ୍ଟଲଗା ନହୁରଣୀ —୫. A chisel with a wooden handle used for engraving on stone.