ଗୁଲିଆ
ଦେଖଣା
ଗୁଲିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ମଦତ୍ ବା ଗୁଲି ଖାଇବାରେ ରତ (ବ୍ୟକ୍ତି) — (a person) Addicted to smoking opium.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ଲୁଣ ବ୍ୟବସାୟରେ ମହାଜନଠାରୁ ଅଗ୍ରିମ ଟଙ୍କା ଗ୍ରହଣ କରିବା ବ୍ୟକ୍ତିର ଉପାଧି —୧. The title of a man who takes advance from salt-traders for manufacturing and supplying him with salt.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]- ୨. ଗାଈ ବା ମଇଁଷୀର ଫଡ଼ିଆ — ୨. Lag and thigh of a cow or buffalo; ham.