ଗୁଲିଡ଼ାଙ୍ଗ
ଦେଖଣା
ଗୁଲିଡ଼ାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗୁଲିଡ଼ାଙ୍ଗ
|
ପ୍ରା.ଦେଶଜ - (ମେଦିନପୁର) ଦେଶଜ - (ହିନ୍ଦୀ - ଗୁଡ୍ଡିଡ଼ାଣ୍ଡା; ସଂସ୍କୃତ - ଗୋଳକ +ଦଣ୍ଡ) ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଖେଳ; ଡ଼ାବଲ— ପୁଆ ଖେଳ; ଗୁଚିତାଣ୍ଡ ଖେଳ — A kind of country-game played with a small stick and a small piece of wooden-plugh.
[ଦ୍ରଷ୍ଟବ୍ୟ —ଏ ଖେଳରେ ଦୁଇପାଖ ସରୁ ଓ ମଝି ମୋଟ ଏପରି ଖଣ୍ଡିଏ ୪୬ ଆଙ୍ଗୁଳ କାଠି ଏବଂ ହାତକିଆ ଖଣ୍ଡେ ପାଞ୍ଚଣ ଆବଶ୍ୟକ ହୁଏ]