Jump to content

ଗୁଲୁଗୁଲିଆ

ଉଇକିଅଭିଧାନ‌ରୁ

ଗୁଲୁଗୁଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

କୌତୁକିଆ; ସୁନ୍ଦର (ଶିଶୁ) — Tiny; pretty (infant).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଙ୍ଗ, ବିହାର, ଓଡ଼ିଶା ଓ ଛୋଟନାଗପୁରର ଅନାର୍ଯ୍ୟ ଯାଯାବର ଜାତି ବିଶେଷଙ୍କ କଥିତ ଭାଷା — Gipsy language spoken by a vagrant thibe in Bengal, Behar, Orissa and Chhotanagpur.