ଗୁଳି

ଉଇକିଅଭିଧାନ‌ରୁ

ଗୁଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଳକ)[ସମ୍ପାଦନା]

୧. ଗୁଟିକା; ବଟିକା — ୧. Pills.
୨. ବାଟୁଳି —୨. Round earthen clods.
୩. ବନ୍ଧୁକର ଗୋଳା —୩. Ball for guns; bullet.

ଗଣ୍ଡି ଗର୍ଭେ ଗୁଳି ଗଲାପରି ଗଳି—କବିସୂର୍ଯ୍ୟ. କିଶୋରୀଚମ୍ପୂ ଗ ଗୀତା

୪. ଶକଟାଦିର ରକ —୪. Whell of a cart.

ଢେଙ୍କୀ ନାକକୁ ତା ଶଗଡ଼ ଗୁଳି ଆଖି—କୃଷ୍ଣସିଂହ. ମହାଭାରତ.ବନ

୫. ବନ୍ଧୁକର ଗୁଳି ଯେତେଦୁର ବାଟ ଯାଏ ସେହି ଫରିମାଣର ଦୂରତ୍ୱ —୫. A distance covered by the range of gum.
୬. [[ ଗୁଳି (୪) (ଦେଖ) - — ୬. Guḻa (୪) (See)