ଗୁଳୁପୁଚି
ଦେଖଣା
ଗୁଳୁପୁଚି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲୁକ୍କାୟିତ ଭାବ — ୧. Concealment; hiding.
- ୨. ଷଡ଼ଯନ୍ତ୍ର —୨. Conspiracy; plot.
- ୩. ଭ୍ରମକ୍ରମେ ଛାଡ଼ି ଯିବା —୩. Oversight; omission by mistake.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲୁଚି କରି ରହିଯିବା — ୧. Lying hidden.
- ୨. ଭୁଲକ୍ରମେ ଛଡ଼ା ଯାଇଥିବା — ୨. Left out by mistake.
ଦେଶଜ - କ୍ରି. ବିଶେଷଣ -
[ସମ୍ପାଦନା]ଲୁଚିକରି —Covertly.