ଗୁଳ୍ଗୁଳ୍
ଦେଖଣା
ଗୁଳ୍ଗୁଳ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗୁଳ୍ଗୁଳ୍
|
(ଗୁଳୁଗୁଳୁ—ଅନ୍ୟ ଉଚ୍ଚାରଣ)
ଦେଶଜ - ଅ.
[ସମ୍ପାଦନା](ଧ୍ୱନ୍ୟନୁକରଣ)—ମୂଷା ଗାତରୁ ମାଟି ବା ଓଳିଆ କଣା କରି ଧାନ ଅଳ୍ପ ଅଳ୍ପ ଗାଳିବାର ଶବ୍ଦ — Low continuous sound like that produced when earth slowly runs out of a rat's den or paddy slowly runs out of a hole in a receptacle.