ଗୁଳ୍ମ

ଉଇକିଅଭିଧାନ‌ରୁ

ଗୁଳ୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୁଡ଼ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ମ; 'ଡ଼' ସ୍ଥାନରେ 'ଳ' ଆଦେଶ)[ସମ୍ପାଦନା]

୧. ଉଗରର ପ୍ଳୀହାବୃଦ୍ଧି ରୋଗ — ୧. Chronic enlargement of the spleen.
୨. ଗଣ୍ଡିହୀନ କ୍ଷୁଦ୍ର ଗଛ; ବୁଦା — ୨. Small trunkless plant; a shrub; bush; thicket.
୩. ଲତାଗୃହ; କୁଞ୍ଜଗୃହ —୩. Grove; arbour.
୪. ବୃକ୍ଷପୁଞ୍ଜ —୪. A clump or cluster of trees.
୫. ୯ ରଥ, ୯ ହସ୍ତୀ,୨୭: ଘୋଡ଼ା, ଓ ୪୫: ପଦାତି— ବିଶିଷ୍ଟ ସେନା — ୫. A squadron or devision of army consisting of ୯ cars, ୯ elephants, ୨୭ cavalry and ୪୫ infantry.
୬. କିଲ୍ଲା; ଦୁର୍ଗ —୬. Fort.
୭. ସୈନ୍ୟମାନଙ୍କ ଘାଟ ବା ଥାନା ଫାଣ୍ଡି — ୭. A village police-station; an outpost of soldiers.
୮. ଉଦରସ୍ଥ ପ୍ଲୀହା —୮. Spleen.
୯. ଆତ୍ମରକ୍ଷା ସକାଶେ ସୈନ୍ୟମାନଙ୍କୁ ସଜ୍ଜିତ କରି ରଖିବା — ୯. Disciplining an army and keeping it in a position of defence.
୧. ପାବଚ୍ଛଯୁକ୍ତ ଘାଟ —୧୦. A wharf of stairs.