Jump to content

ଗୁହ

ଉଇକିଅଭିଧାନ‌ରୁ

ଗୁହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୃହ୍ ଧାତୁ=ତ୍ୟାଗ କରିବା, ସଂବରଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. କାର୍ତ୍ତିକେୟ —୧. Kārttikeya.
୨. ବିଷ୍ଣୁ —୨. Bishṇu.
୩. ଶିବ —୩. Ṡiba.
୪. ରାମାୟଣବର୍ଣ୍ଣିତ ଶୃଙ୍ଗବେରପୁରର ନିଷାଦ ବା ଶବର ରାଜାବିଶେଷ —୪. Name of a low caste king of ancient India.

[ଦ୍ରଷ୍ଟବ୍ୟ —ରାମଚନ୍ଦ୍ର ବନଗମନ କଲାବେଳେ ଏ ତାହାଙ୍କୁ ଅଭ୍ୟର୍ଥନା କରିଥିଲେ]

୫. (+ କର୍ମ. ଅ) ବେଗବାନ୍ ଅଶ୍ୱ — ୫. A fleet horse; steed.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଙ୍ଗୀୟ କାୟସ୍ଥମାନଙ୍କ ଉପାଧିବିଶେଷ — ୧. Family title of some Kāyasthas in Bengal.
୨. (ସଂସ୍କୃତ - ଗୁ; ଗୁଥ)—ମଳ; ବିଷ୍ଠା — ୨. Ordure; faeces.
୩. ଲୌହମଳ —୩. The impurities or dross of' molten iron; slag.
୪. (ଲକ୍ଷଣାର୍ଥ) ଲାଞ୍ଚ; ଉତ୍କୋଚ —୪. Bride.
୫. (ଲକ୍ଷଣାର୍ଥ) କଳଙ୍କଯୁକ୍ତ ବିଷୟ — ୫. Scandalous matter.

ଦେଶଜ - ବିଶେଷଣ -[ସମ୍ପାଦନା]

ବିଷ୍ଠା ପରି ମନ୍ଦ —Bed like ordure.

(ଯଥା—ଗୁହ ପୁଅ; ଗୁହ ପିଲା)

[ଦ୍ରଷ୍ଟବ୍ୟ —'ଉତ୍ତମ' ଏହି ଅର୍ଥରେ 'ସୁନା' ଶବ୍ଦର ପ୍ରୟୋଗ ହୁଏ]