ଗୁହ
ଦେଖଣା
ଗୁହ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୃହ୍ ଧାତୁ=ତ୍ୟାଗ କରିବା, ସଂବରଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. କାର୍ତ୍ତିକେୟ —୧. Kārttikeya.
- ୨. ବିଷ୍ଣୁ —୨. Bishṇu.
- ୩. ଶିବ —୩. Ṡiba.
- ୪. ରାମାୟଣବର୍ଣ୍ଣିତ ଶୃଙ୍ଗବେରପୁରର ନିଷାଦ ବା ଶବର ରାଜାବିଶେଷ —୪. Name of a low caste king of ancient India.
[ଦ୍ରଷ୍ଟବ୍ୟ —ରାମଚନ୍ଦ୍ର ବନଗମନ କଲାବେଳେ ଏ ତାହାଙ୍କୁ ଅଭ୍ୟର୍ଥନା କରିଥିଲେ]
- ୫. (+ କର୍ମ. ଅ) ବେଗବାନ୍ ଅଶ୍ୱ — ୫. A fleet horse; steed.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଙ୍ଗୀୟ କାୟସ୍ଥମାନଙ୍କ ଉପାଧିବିଶେଷ — ୧. Family title of some Kāyasthas in Bengal.
- ୨. (ସଂସ୍କୃତ - ଗୁ; ଗୁଥ)—ମଳ; ବିଷ୍ଠା — ୨. Ordure; faeces.
- ୩. ଲୌହମଳ —୩. The impurities or dross of' molten iron; slag.
- ୪. (ଲକ୍ଷଣାର୍ଥ) ଲାଞ୍ଚ; ଉତ୍କୋଚ —୪. Bride.
- ୫. (ଲକ୍ଷଣାର୍ଥ) କଳଙ୍କଯୁକ୍ତ ବିଷୟ — ୫. Scandalous matter.
ଦେଶଜ - ବିଶେଷଣ -
[ସମ୍ପାଦନା]ବିଷ୍ଠା ପରି ମନ୍ଦ —Bed like ordure.
(ଯଥା—ଗୁହ ପୁଅ; ଗୁହ ପିଲା)
[ଦ୍ରଷ୍ଟବ୍ୟ —'ଉତ୍ତମ' ଏହି ଅର୍ଥରେ 'ସୁନା' ଶବ୍ଦର ପ୍ରୟୋଗ ହୁଏ]