ଗୁହାଳିଆ

ଉଇକିଅଭିଧାନ‌ରୁ

ଗୁହାଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ -[ସମ୍ପାଦନା]

ଯେଉଁ ଗୋରୁ ଚରିବାକୁ ବଣକୁ ବା ଗଉଡ଼ଗୋଠକୁ ନ ଯାଇ ଗୁହାଳରେ ବନ୍ଧା ହୋଇ ପୋଷା ହୁଏ —(cattle) Not let out for grazing but tended or reared in the cowshed; staff-fed (cattle); stalled.