ଗୃହ

ଉଇକିଅଭିଧାନ‌ରୁ

ଗୃହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ, ଯାହା ମନୁଷ୍ୟକୁ ଗ୍ରହଣ କରେ; କିମ୍ୱା+କର୍ମ. ଅ, ଯାହାକୁ ମନୁଷ୍ୟ ବାସାର୍ଥ ଗ୍ରହଣ କରେ)[ସମ୍ପାଦନା]

୧. ବାସସ୍ଥାନ; ଘର — ୧. House; home; habitation.
୨. ଗୃହସ୍ଥାଶ୍ରମ — ୨. The state of being a house holder.
୩. ଭାର୍ଯ୍ୟା; ଗୃହଣୀ —୩. Wife; mistress of the house.

(ନ ଗୃହଂ ଗୃହ ମିତ୍ୟାହୁ ର୍ଗୃହିଣୀ ଗୃହ ମୃଚ୍ୟତେ—ପଞ୍ଚତନ୍ତ୍ର ବଚନ)

୪. (ଜ୍ୟୋତିଷ) ମେଷାଦି କୌଣସି ରାଶି — ୪. (Astronomy) One of the ୧୨ signs of the Zodiac.
୫. ନାମଚ ସଂଜ୍ଞା —୫. Name; appellation.