Jump to content

ଗୃହ୍ୟସୂତ୍ର

ଉଇକିଅଭିଧାନ‌ରୁ

ଗୃହ୍ୟସୂତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଗୋଭିଳାଦି କୃତ ବେଦୋକ୍ତ କର୍ମକାଣ୍ଡ ଗ୍ରନ୍ଥ (ଏଥିରେ ଗୃହସ୍ଥର ଦୈନିକ କର୍ତ୍ତବ୍ୟମାନ ବିକୃତ ହୋଇଅଛି) —Collection of old apporisms as regards the management and performance of domestic rites and ceremonies.

[ ଦ୍ର—ଏ ଶାସ୍ତ୍ରମାନଙ୍କର ଗୃହସ୍ଥର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରାଯିବା ଶିଭାଶୁଭ କର୍ମମାନଙ୍କର ବିଧି ଓ କେଉଁ କର୍ମରେ କେଉଁ ମନ୍ତ୍ର ପାଠ କରାଯିବ, ତାହା ଦିଆଯାଇ ଅଛି ଭିନ୍ନଭିନ୍ନ ଜାତି ବା ଗୋତ୍ରର ବ୍ରାହ୍ମଣ ବା କ୍ଷତ୍ରିୟମାନଙ୍କର ବିଭିନ୍ନ ଗୃହ୍ୟସୂତ୍ରୀର ବିଧି ଅବଶ୍ୟପାଳନୀୟ ଗୃହ୍ୟସୂତ୍ର ଗୃହସ୍ଥର ନିତ୍ୟ ନୈମିତ୍ତିକ କର୍ମର ଚାଳକ ଓ ନିୟାମକ ଗୃହ୍ୟସୂତ୍ରମାନଙ୍କ ମଧ୍ୟରେ ଗୋଭିଳ, ଅଶ୍ୱ— ଳାୟନ, କାତ୍ୟାୟନ ଓ ପରସ୍ପରଙ୍କ ରଚିତ ଗ୍ରନ୍ଥମାନ ପ୍ରଧାନ]