ଗୃହ୍ୟାଗ୍ନି
ଦେଖଣା
ଗୃହ୍ୟାଗ୍ନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିବାହ ବେଦୀରେ ପାଣିଗ୍ରହଣ ପରେ ପ୍ରଜ୍ଜ୍ୱଳିତ ହୋମାଗ୍ନି —The sacrificial fire lighted after the hands of the bridegroom and the bride are united on the marriage pulpit.
[ ଦ୍ର—ଏଥିରେ ଲାଜାହୋମ କରାଯାଏ ଗୃହସ୍ଥ ଏ ଅଗ୍ନିକୁ ଆଜୀବନ ରକ୍ଷା କରି ଏହାର ସାହାଯ୍ୟରେ ପଞ୍ଚଯଜ୍ଞ କରେ ଓ ଏଥିରେ ନିତ୍ୟନୈମିତ୍ତକ ହୋମ ଓ ପାକକ୍ରିୟା ମଧ୍ୟ ସମାଧାନ କରେ ]