ଗେରୁ

ଉଇକିଅଭିଧାନ‌ରୁ

ଗେରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ତେ ଗୈରିକମୁ
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୈରିକ)[ସମ୍ପାଦନା]

ରକ୍ତବର୍ଣ୍ଣ ମୃତ୍ତିକାବିଶେଷ — Red chalk; Hematite; Red ochre.

କର୍ଣ୍ଣ ଅର୍ଜୁନଙ୍କ କାଣ୍ଡରେ ରକତ ମଣ୍ଡିହୋଇ ମିଳିଲେ ଗେରୁ ପରବତ କୃଷ୍ଣସିଂହ ମହାଭାବତ. କର୍ମ

[ଦ୍ରଷ୍ଟବ୍ୟ — ସନ୍ୟାସୀମାନେ ଏଥିରେ ଲୁଗାକୁ ରଞ୍ଜିତ କରନ୍ତି ଏହା ଗୈରିକ ଓ ସ୍ୱର୍ଣ୍ଣ ଗୈରିକ ଭେଦରେ ଦୁଇ ପ୍ରକାର]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

(ଗେରୁପରି ଦେଖାଯିବାରୁ) ଇଟା (ଦେଖ) - —Iṭa (See)