ଗେରୁ
ଦେଖଣା
ଗେରୁ
ଉଚ୍ଚାରଣ
[ସମ୍ପାଦନା]- ତେ ଗୈରିକମୁ
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୈରିକ)
[ସମ୍ପାଦନା]ରକ୍ତବର୍ଣ୍ଣ ମୃତ୍ତିକାବିଶେଷ — Red chalk; Hematite; Red ochre.
କର୍ଣ୍ଣ ଅର୍ଜୁନଙ୍କ କାଣ୍ଡରେ ରକତ ମଣ୍ଡିହୋଇ ମିଳିଲେ ଗେରୁ ପରବତ କୃଷ୍ଣସିଂହ ମହାଭାବତ. କର୍ମ
[ଦ୍ରଷ୍ଟବ୍ୟ — ସନ୍ୟାସୀମାନେ ଏଥିରେ ଲୁଗାକୁ ରଞ୍ଜିତ କରନ୍ତି ଏହା ଗୈରିକ ଓ ସ୍ୱର୍ଣ୍ଣ ଗୈରିକ ଭେଦରେ ଦୁଇ ପ୍ରକାର]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା](ଗେରୁପରି ଦେଖାଯିବାରୁ) ଇଟା (ଦେଖ) - —Iṭa (See)