ଗେରୁଆ
Appearance
ଗେରୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -(ସଂସ୍କୃତ - ତ ଗୈରିକାକ୍ତ)
[ସମ୍ପାଦନା]- ୧. ଗେରୁ ରଙ୍ଗପରି ରକ୍ତବର୍ଣ୍ଣ —୧. Red coloured.
- ୨. ଗେରୁଦ୍ୱାତା ରଞ୍ଜିତ — ୨. Besmeared with red chalk.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଗଞ୍ଜାମ ଜିଲ୍ଲାସ୍ଥ ଇଚ୍ଛାପୁରର ପ୍ରସିଦ୍ଧ ପର୍ବତ —A famous mountain of Ichchhāpura in the destrict of Ganjam.