Jump to content

ଗେରୁଆ

ଉଇକିଅଭିଧାନ‌ରୁ

ଗେରୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ତ ଗୈରିକାକ୍ତ)

[ସମ୍ପାଦନା]
୧. ଗେରୁ ରଙ୍ଗପରି ରକ୍ତବର୍ଣ୍ଣ —୧. Red coloured.
୨. ଗେରୁଦ୍ୱାତା ରଞ୍ଜିତ — ୨. Besmeared with red chalk.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଗଞ୍ଜାମ ଜିଲ୍ଲାସ୍ଥ ଇଚ୍ଛାପୁରର ପ୍ରସିଦ୍ଧ ପର୍ବତ —A famous mountain of Ichchhāpura in the destrict of Ganjam.