ଗେଲାଇ ଗେଲାଇ

ଉଇକିଅଭିଧାନ‌ରୁ

ଗେଲାଇ ଗେଲାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]

୧. ଅତି ଅନାୟାସାରେ; ଖେଳିଲା ପରି —୧. Playfully.

ପଦାଚିଙ୍କି ଯେ ଶୁଣ୍ଡା ଦଣ୍ଡରେ ବୁଲାଇ, ଛେଳିରେ ମହୀତଳେ ଗେଲାଇ ଗେଲାଇ କୃଷ୍ଣସିଂହ. ମହଭାରତ. କର୍ଣ୍ଣ

୨. ଅନ୍ୟଠାରୁ ଆଦର ପାଇବା ପ୍ରତ୍ୟାଶରେ ସ୍ନେହଭଙ୍ଗି ଦେଖାଇ —With an attitude of fondness in expectation of receiving fondling treatment from another person in return.