ଗେଲେ

ଉଇକିଅଭିଧାନ‌ରୁ

ଗେଲେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]

ଆନନ୍ଦରେ; କୌତୁକରେ ===

ତା ଦେଖି କୃଷ୍ଣାର୍ଜନ ସୋମକଙ୍କ ତୁଲେ, ଶଙ୍ଗକୁ ଧରି ବଜାଇଲେ ଅତି ଗେଲେ କୃଷ୍ଣସିଂହ, ମହାଭାରତ, କର୍ଣ୍ଣ