ଗୋଇଆ ନିମନ୍ତ୍ରଣ
ଦେଖଣା
ଗୋଇଆ ନିମନ୍ତ୍ରଣ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତର ରାଜା ପରିବାରମାନଙ୍କରେ ବ୍ୟବହୃତ ଭାଷା) ବିଶେଷ୍ୟ -
[ସମ୍ପାଦନା]ବିବାହର ବାସିଦିନ ସକାଳଓଳି କନ୍ୟାପକ୍ଷୀୟ ଓ ବରପକ୍ଷୀୟ ବ୍ୟକ୍ତିମାନଙ୍କର
ହଳଦୀ, ତେଲମର୍ଦ୍ଧନ; ଅବିର ଚନ୍ଦନ ଚୁଆ ବୋଳାବୋଳି ହୋଇ ଓ ପିଚିକାରୀ ମରାମତି ହୋଇ ସ୍ନାନ କରିବା — Bath taken together by person of the bride's party and bridegroom's party on the next day of a marriage.