Jump to content

ଗୋଇଠି

ଉଇକିଅଭିଧାନ‌ରୁ

ଗୋଇଠି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂଟିକା=ବଳାଗଣ୍ଠି; ଗୋହିର=ଗୋଇଠି)

[ସମ୍ପାଦନା]
୧. ପାଦମୂଳ; ଗୁଲ୍‌ଫ; ରେଡ଼ି; ପାଦତଳର ଯେଉଁ ଅଂଶ ଠିକ୍ ପାଦ ଗଣ୍ଠିର ତଳେ ଥାଏ — ୧. The back sole of the foot; heel.
୨. ଗୋଇଠାମାଡ଼ —୨. Blow with kick.