ଗୋକ୍ଷୁର

ଉଇକିଅଭିଧାନ‌ରୁ

ଗୋକ୍ଷୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଔଷଧରେ ଲାଗିବା କଣ୍ଟକ ଫଳଯୁକ୍ତ ଗୁଳ୍ମ ବିଶେଷ; ବର୍ଷାୟୁ ଶାକବିଶେଷ; ଗୋଖରା — ୧. Tribulus Terrestries; a herbarious plants Pedalium murea.

[ ଦ୍ର—ଏହାର ଫଳ ପାଞ୍ଚ— କୋଣିଆ ଓ କଣ୍ଟକଯୁକ୍ତ ଏହା ଶୀତବୀର୍ଯ୍ୟ, ମଧୁରରସ, ମଧୁର—ବିପାକ, ବଳକାରକ, ମୂତ୍ରାଶୟ— ଶୋଧକ, ଅଗ୍ନିଦୀପକ, ଶୁକ୍ରବର୍ଦ୍ଧକ, ପୁଷ୍ଟିକର ଏହା ଅଶ୍ମରୀ, ପ୍ରମେହ, ଶ୍ୱାସ, କାସ, ଅର୍ଶ, ମୂତ୍ରକୁଚ୍ଛ୍ର, ହୃଦ୍ରୋଗ ଓ ବାୟୁନାଶକ

ଏଥିର ମଞ୍ଜି ଶୀତବୀର୍ଯ୍ୟ, ମୂତ୍ର—କାରକ, ବୃଷ୍ୟ, ଓ ଆୟୁର୍ବଦ୍ଧକ ଏବଂ ଏହା ଶୋଥ, ଶୁକ୍ରମେହ ଓ ମୂତ୍ରକୁଚ୍ଛ୍ରରେ ବ୍ୟବହୃତ ହୁଏ ଏ ଗଛ ବାଲିଆ ମାଟିରେ, ପଡ଼ିଆରେ ଓ ସମୁଦ୍ରପନ୍ତାରରେ ପୁରୀ ଓ କଟକ ଜିଲ୍ଲାରେ ଜାତ ହୁଏ ]

୨. ଗୋରୁର ଖୁରା — ୨. Cow's hoof.