ଗୋଖର

ଉଇକିଅଭିଧାନ‌ରୁ

ଗୋଖର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋକ୍ଷୁର)[ସମ୍ପାଦନା]

୧. ଫଣାଧାରୀ, ବିଷଧର, ହଳଦିଆ ସାପବିଶେଷ; ନାଗ —୧. Cobra di Capillo; Naga Tripudians.

[ ଦ୍ର—ଏହାର ଫଣା ଉପରେ ଗୋରୁଖୁରାଚିହ୍ନ ଭଳି କଳା ଚିହ୍ନ ଥାଏ କେହି କେହି ଏହାକୁ କାଳୀ ଦଳନ ବେଳର ଶ୍ରୀକୃଷ୍ନଙ୍କ କଠାଉଚିହ୍ନ ବୋଲି ମନେ କରନ୍ତି ]

୨. ତିନିଟି ଗୋଳକ ବିଶିଷ୍ଟ ସୁନାର କର୍ଣ୍ଣଭୂଷଣବିଶେଷ — ୨. A kind of golden pendant ear-ring with three balls set in a triangular for.