ଗୋଜା
ଦେଖଣା
ଗୋଜା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଋଣପତ୍ର; ତମସୁକ — ୧. Simple mony-bond.
ଋଣ ବ୍ରହ୍ମସ୍ୱ ନେବା ଲୋକଙ୍କୁ ଡକାଇଲା ଗୋଜା କିରି ମୂଳ କରନ୍ତର ଛାଡ଼ି ଦେଲା—ପୀତାମ୍ୱର ନୃସିଂହପୁରାଣ
- ୨. ଭୂମି ବଣ୍ଟାନର ନିର୍ଣ୍ଣୟ-ପତ୍ର — ୨. Allotment paper in land in land-partition.
- ୩. ମେଖ; କୀଳ —୩. peg.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତୀକ୍ଷ୍ଣାଗ୍ର; ମୁନିଆଁ —୧. Sharp-pointed.
ବନସ୍ତର କଣ୍ଟା ବେଳହୁଁ ଗୋଜା—ତଗ
- ୨. ନିସ୍ପନ୍ଦ; ବାକ୍ଶକ୍ତିହୀନ; ଘୁଙ୍ଗା —୨. Dumb; silent.
ଚୋରମୁହଁ ଗୋଜା—ତଗ