ଗୋଟାଇବା

ଉଇକିଅଭିଧାନ‌ରୁ

ଗୋଟାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଗୁଟିକା)[ସମ୍ପାଦନା]

୧. ଏକତ୍ର କରିବା; ସଂଗ୍ରହ କରିବା —୧. To gather into one; to collect.
୨. ଗୋଟି ଗୋଟି କରି ଭୂଇଁରୁ ଉଠାଇବା — ୨. To pick up from the ground one by one.
୩. (ଶେଯ ଆଦିକୁ) ଘଣ୍ଟା ଘଣ୍ଟା କରି ବିଶୃଙ୍ଖଳ କରିବା — ୩. To disorder by treading or rough use.