Jump to content

ଗୋଟାଇବା

ଉଇକିଅଭିଧାନ‌ରୁ

ଗୋଟାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଗୁଟିକା)

[ସମ୍ପାଦନା]
୧. ଏକତ୍ର କରିବା; ସଂଗ୍ରହ କରିବା —୧. To gather into one; to collect.
୨. ଗୋଟି ଗୋଟି କରି ଭୂଇଁରୁ ଉଠାଇବା — ୨. To pick up from the ground one by one.
୩. (ଶେଯ ଆଦିକୁ) ଘଣ୍ଟା ଘଣ୍ଟା କରି ବିଶୃଙ୍ଖଳ କରିବା — ୩. To disorder by treading or rough use.