Jump to content

ଗୋଟାଏ

ଉଇକିଅଭିଧାନ‌ରୁ

ଗୋଟାଏ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ. (ଅନାଦରାର୍ଥ)

[ସମ୍ପାଦନା]
୧. ଏକଗୋଟା ମାତ୍ର — ୧. One only.

ତହିଁରେ ଚଢ଼ି ଅଛି ଗୋଟାଏ ପୁରୁଷ କୃଷ୍ଣସିଂହ. ମହାଭାରତ. ଆଦି

(ଯଥା—ଆଦରାର୍ଥକ ଆକାର—ଗୋଟିଏ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଧ୍ୟହ୍ନି ବା ମଧ୍ୟରାତ୍ରି ପରେ ଏକଘଣ୍ଟା ବାଜିବା (ସମୟ) —୨. One o'clock (time)