Jump to content

ଗୋଟା ଗୋଟା

ଉଇକିଅଭିଧାନ‌ରୁ

ଗୋଟା ଗୋଟା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଅନାଦରାର୍ଥ)

[ସମ୍ପାଦନା]
୧. ଭିନ୍ନ ଭିନ୍ନ; ଖଣ୍ଡ ଖଣ୍ଡ; କ୍ଷୁଦ୍ର କ୍ଷୁଦ୍ର ଟାଣୁଆ ଖଣ୍ଡ —୧. Several lumps.
୨. ଏକ ଏକ ହୋଇ; ଥରକେ ଏକ ହୋଇ — ୨. One at a time.
୩. ଗୋଟାକ ପରେ ଗୋଟାଏ — ୩. One after another.
୪. ବହୁଶଃ; ବହୁ ସଂଖ୍ୟାରେ — ୪. In a great number.

(ଆଦରାର୍ଥକ—ଗୋଟିଗୋଟି)