ଗୋଟି

ଉଇକିଅଭିଧାନ‌ରୁ

ଗୋଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ଆଦରାର୍ଥକ)[ସମ୍ପାଦନା]

୧. ଏକସଂଖ୍ୟକ; ଏକମାତ୍ର — ୧. One only.

ଗୋଟି ହୋଇ ଗୋଟିଏ ନ ରହିଁ ଆସିଲେ— କୃଷ୍ଣସିଂହ. ମହାଭାରତ. ସଭା

୨. (ଏତୋ) ଟି; ସଂଖ୍ୟକ (ଯଥା—ତିନିଗୋଟି) — ୨. Numbering; in number.

[ ଦ୍ର—ଏଥିର ଅନାଦରାର୍ଥକ ଆକାର'ଗୋଟା']

୩. (ସଂସ୍କୃତ - ଗୋଷ୍ଠି)—ଏକତ୍ରୀଭୂତ — ୩. Gathered; collected into oue.

ଯେତେ ଦ୍ରମ ହୋଇଛନ୍ତି ସେ ସଭାରେ ଗୋଟି—କୃଷ୍ଣସିଂହ ମହାଭାରତ. ସଭା

୪. ଏକମେଳ —୪. United.

ଦେଖୁଅଛି ମହୁମାଛି ହୋଇ ଗୋଟି ମଧୁକଟା ଲୋକର ନିଅନ୍ତି ପ୍ରାଣ—କୃଷ୍ଣସିଂହ ମହାଭାରତ. ବନ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୋଟିଘରା (ଦେଖ) - ୧. Goṭigharā (See)
୨. ପାଟ ବା ତସର ପୋକଙ୍କ ଡିମ୍ୱାକାର ବସା — ୨. Silk cocoons.