ଗୋଟିଏଗୋଟିଏ

ଉଇକିଅଭିଧାନ‌ରୁ

ଗୋଟିଏଗୋଟିଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଧୀରେ ଧୀରେ — ୧. Very slowly.

ଚାଲୁଥାଏ ଗୋଟିଏ ଗୋଟିଏ ଯେ ବଣେ—କୃଷ୍ଣସିଂହ ମହାଭାରତ ବନ

୨. ଆସ୍ତେ ସୁସ୍ଥେ; କ୍ରମେକ୍ରମେ — ୨. By degrees; gradually.
୩. ଏକାଦିକ୍ରମେ; ଏକ ପରେ ଅନ୍ୟ — ୩. One by one; one after the other.

ଉତ୍ତରକୁ ଯେ ଅଭିମୁଖ ହୋଇକରି ବାହାରିଲେ ଗୋଟିଏ ଗୋଟିଏ ସେ ନାରୀ—କୃଷ୍ଣସିଂହ ମହାଭାରତ ବନ

୪. ଥରକେ ଏକ ହୋଇ —୪. One at a time.