ଗୋଟିଏଗୋଟିଏ
ଦେଖଣା
ଗୋଟିଏଗୋଟିଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଧୀରେ ଧୀରେ — ୧. Very slowly.
ଚାଲୁଥାଏ ଗୋଟିଏ ଗୋଟିଏ ଯେ ବଣେ—କୃଷ୍ଣସିଂହ ମହାଭାରତ ବନ
- ୨. ଆସ୍ତେ ସୁସ୍ଥେ; କ୍ରମେକ୍ରମେ — ୨. By degrees; gradually.
- ୩. ଏକାଦିକ୍ରମେ; ଏକ ପରେ ଅନ୍ୟ — ୩. One by one; one after the other.
ଉତ୍ତରକୁ ଯେ ଅଭିମୁଖ ହୋଇକରି ବାହାରିଲେ ଗୋଟିଏ ଗୋଟିଏ ସେ ନାରୀ—କୃଷ୍ଣସିଂହ ମହାଭାରତ ବନ
- ୪. ଥରକେ ଏକ ହୋଇ —୪. One at a time.