Jump to content

ଗୋଟିକିଗୋଟି

ଉଇକିଅଭିଧାନ‌ରୁ

ଗୋଟିକିଗୋଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଆଦରାର୍ଥକ)

[ସମ୍ପାଦନା]

ଏକ ପରେ ଏକ — One by one; one after another.

ଉଇଁଲେଣି ତାରା ଗୋଟିକିଗୋଟି ମଧୁସୂଦନ. ସନ୍ଧ୍ୟା

(ଗୋଟିକୁଗୋଟି—ଅନ୍ୟରୂପ)