Jump to content

ଗୋଠ

ଉଇକିଅଭିଧାନ‌ରୁ

ଗୋଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଷ୍ଠ)[ସମ୍ପାଦନା]

୧. ଗୋରୁ ରଖାଯିବା ସ୍ଥାନ — ୧. Cowshed; cattle-pen.
୨. ଗୋଚାରଣ ଭୂମି — ୨. Grazing ground; pasture.
୩. ଅରଣା ମଇଁଷି, ମୃଗ, ବରାହ, ଗୟଳ ଆଦିଙ୍କର ପହ୍ଲ — ୩. Flock; herd.

ପଡ଼ି ଥାନ୍ତି ବନେ ବିଲୁଆ ହୋଇ ଗୋଠ କୃଷ୍ଣସିଂହ ମହାଭାରତ ବନ

୪. ଗୋରୁମାନେ ଦଳବଦ୍ଧ ହୋଇ ଯେଉଁଠାରେ ରହନ୍ତି — ୪. The place where cattle are herded together.
୫. (ସଂସ୍କୃତ - କଟିତ୍ର) ଅଣ୍ଟାରେ ପିନ୍ଧିଯିବା ଶିକୁଳି — ୫. Waiste-chain; girdle.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -[ସମ୍ପାଦନା]

କଥା; ବାକ୍ୟ —Words.