ଗୋଡ଼େ ଗୋଡ଼େ

ଉଇକିଅଭିଧାନ‌ରୁ

ଗୋଡ଼େ ଗୋଡ଼େ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ[ସମ୍ପାଦନା]

୧. ଠିଆଏ ଠିଆଏ; କୌଣସି ସ୍ଥାନକୁ ଯାଇ ସେଠାରେ ନ ବସି; ଠିଆ ଠିଆ କାର୍ଯ୍ୟ ସାରି — ୧. Without taking seat.
୨. ଅନତିବିଳମ୍ୱେ; ଅତି ଶୀଘ୍ର; ଚଟ୍ — ୨. As soon as possible; immediately; very quickly.
୩. ପ୍ରତି ମୁହୂର୍ତ୍ତରେ; ବାରମ୍ୱାର — ୩. Every moment; repeatedly.

(ଯଥା—ସେ ଦୁହିଙ୍କର ଗୋଡ଼େ ଗୋଡ଼େ କଜିଆ ଲାଗିଛି)

୪. ସର୍ବଦା ଜଣକର ପଛେ ପଛେ ଥାଇ — ୪. Dogging the foot steps of another.