Jump to content

ଗୋଣୀ

ଉଇକିଅଭିଧାନ‌ରୁ

ଗୋଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୁଣ୍ ଧାତୁ=ଗଣନା କରିବା=କରଣେ ଅ+ ସ୍ତ୍ରୀ. ଈ)[ସମ୍ପାଦନା]

୧. ଶସ୍ୟାଦିର ପରିମାଣବିଶେଷ (୧ ଦ୍ରୋଣ) — ୧. A corn-measure.
୨. ଶସ୍ୟାଦିର ପରିମାଣପାତ୍ର; ଗୌଣୀ — ୨. A measuring pot for corn.
୩. ଅଖା; ଥଳି; ବସ୍ତା —୩. Gunny; sack.
୪. ଚିରା ଲୁଗା; କନ୍ଥା — ୪. Regged garment; rags; torn cloth.