ଗୋତାଡ଼ୁ

ଉଇକିଅଭିଧାନ‌ରୁ

ଗୋତାଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ତେଲୁଗୁ - ଗୋତାଡ଼ୁ)[ସମ୍ପାଦନା]

ଦକ୍ଷିଣରେ ତିଆରି ରୂପାର ସରୁ ପାତିଆରେ ତଲେଇ ପରି ବୁଣା ଅଣ୍ଟାର ଗୋଲ୍ ସୂତା — A round waiste-chain woven with very thin strips of silver.