Jump to content

ଗୋତ୍ରମାରୁ

ଉଇକିଅଭିଧାନ‌ରୁ

ଗୋତ୍ରମାରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଗୋତ୍ର ଓ ମାରକ)

[ସମ୍ପାଦନା]
୧. ଗୋତ୍ରଘ୍ନ; ଯେ ଶତ୍ରୁ ସଙ୍ଗେ ମିଶି ଆପଣା ବଂଶର ବିନାଶ ଘଟାଏ —
୧. One who injures his people by siding with the enemy.

୨. ଗୋତାମରା; ଦଗାଗାଜ୍ —୨. Faithless.