Jump to content

ଗୋଦନ୍ତ

ଉଇକିଅଭିଧାନ‌ରୁ

ଗୋଦନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ଦନ୍ତ)

[ସମ୍ପାଦନା]
୧. ଗୋରୁର ଦାନ୍ତ — ୧. The tooth of a cow.
୨. (ଗୋରୁର ଦାନ୍ତ ପରି ଈଷତ୍ ହଳଦିଆ) ହରିତାଳ — ୨. Sulphate of arsenic; yellow orpiment.
୩. ଅକର୍ମଶିଳା (ଦେଖ) - — ୩. Akarmaṡiḻā (See)

କାହିଁ ସ୍ତମ୍ୱାକାରେ ପାଷାଣ ଗୋଦନ୍ତ ଦିଶେ ଉଭା କି ସେ ଦାନବ ଦୂରନ୍ତ ରାଧାନାଥ. ମହେନ୍ଦ୍ରଗିରି