ଗୋଦର
ଦେଖଣା
ଗୋଦର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ଗ୍ରନ୍ଥିଳ) ଶ୍ଳିପଦ;ପାଦର ମାଂସ ବୃଦ୍ଧି ରୋଗ — Elephantiasis of the leg; Arabum; Pachydermia; Hypersarkosis.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଶ୍ଳିପଦ ଯୋଗୁଁ ସ୍ପୀତ (ପାଦ) — ୧. Swollen (leg).
- ୨. ଶ୍ଳିପଦ ରୋଗଯୁକ୍ତ (ବ୍ୟକ୍ତି) —୨. (person) With swollen legs due to elephantiasis.