ଗୋଧି

ଉଇକିଅଭିଧାନ‌ରୁ

ଗୋଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଧା; ଗୋଧିକା)[ସମ୍ପାଦନା]

ଗୋଧି ସାପ — Iguana; Varanus Salvator.

[ ଦ୍ର—ଏହା ଚତୁଷ୍ପଦ ସରୀସୃପ, ଲମ୍ୱରେ ପ୍ରାୟ ଦୁଇ ହାତ ବଢେ ଏହାର ଜିହା ଦ୍ୱିଖଣ୍ଡିତ, ଚକ୍ଷୁର ତାରା ଗୋଲ; ଦେହର ବର୍ଣ୍ଣ ପାଉଁଶିଆ ଏହାର ଦେହଯାକ କାତି ପରି କ୍ଷୁଦ୍ର ଚକ୍ରାକାର ଚହ୍ନ ଗୁଡାଏ ଥାଏ; ଛାତି ଆପୀତ ଜଳ ନିକଟରେ ଓ ଜଙ୍ଗଲିଆ ଜାଗାରେ ଏ ବାମକରେ ଲୋକଙ୍କର ବିଶ୍ୱାସ ଗୋଧିକାମୁଡା ବିଷ ଘଡଘଡି ନ ମାଇଲେ ଝଡେ ନାହିଁ; କିନ୍ତୁ ପ୍ରକୃତିରେ ଗୋଧି ନିର୍ବିଷ ଜୀବ ଗୋଧିଚମଡାରେ ଯୋତା, କଞ୍ଜିଣିର ଖୋଲ ଆତି ତିଆରି ହୁଏ ଗୋଧି ଚମଡା ବୈଜ୍ଞାନିକ ପ୍ରକ୍ରିୟାରେ ସଫା (tan) କରାଗଲେ ମଧ୍ୟ ଏଥିରେ ସୁନ୍ଦର ଚକ୍ରାକାର ଚିହ୍ନମାନେ ରହେ]

ସଂସ୍କୃତ - ବି—(ଗୋ+ଧା ଧାତୁ+ଇ)[ସମ୍ପାଦନା]

୧. କପୋଳ — ୧. Forehead.
୨. ଗୋମୁହାଁ କୁମ୍ଭିର — ୨. A kind of man-eating alligator.