ଗୋପାଳ
ଦେଖଣା
ଗୋପାଳ
ଉଚ୍ଚାରଣ
[ସମ୍ପାଦନା](ଗୋପାଳୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ଗୋ=ଗୋରୁ, ପୃଥିବୀ+ପାଳି ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ପୃଥିବୀପାଳ; ରାଜା —୧. King.
- ୨. ଗଉଡ଼ —୨. Cowherd.
[ଦ୍ରଷ୍ଟବ୍ୟ — ଏମାନେ ଗୋପୁରିଆ ଓ ମଥୁରାପୁରିଆ ଦୁଇ ଶାଖାରେ ବିଭକ୍ତି ]
- ୩. ଶ୍ରୀକୃଷ୍ଣ —୩. Ṡrīkṛushṇa.
- ୪. ଶିବ —୪. Ṡiba.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୁରୀ ଜିଲ୍ଲାର ସତ୍ୟବାଦୀ, ବୃନ୍ଦାବନ ଓ ବାଲେଶ୍ୱର ଜିଲ୍ଲାର ରେମୁଣା ଆଦିରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣଙ୍କର ବେଣୁଧାରୀ ବିଗ୍ରହ — ୧. An idol representing Ṡrīkṛushṇa set up at different places (e.g. Satyabādi, Bṛundābana and Remuṇā).
- ୨. ଲୋକଙ୍କ ନାମ — ୨. A name given to males.