ଗୋପାଳ

ଉଇକିଅଭିଧାନ‌ରୁ

ଗୋପାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗୋପାଳୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଗୋ=ଗୋରୁ, ପୃଥିବୀ+ପାଳି ଧାତୁ+ କର୍ତ୍ତୃ. ଅ)[ସମ୍ପାଦନା]

୧. ପୃଥିବୀପାଳ; ରାଜା —୧. King.
୨. ଗଉଡ଼ —୨. Cowherd.

[ଦ୍ରଷ୍ଟବ୍ୟ — ଏମାନେ ଗୋପୁରିଆ ଓ ମଥୁରାପୁରିଆ ଦୁଇ ଶାଖାରେ ବିଭକ୍ତି ]

୩. ଶ୍ରୀକୃଷ୍ଣ —୩. Ṡrīkṛushṇa.
୪. ଶିବ —୪. Ṡiba.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପୁରୀ ଜିଲ୍ଲାର ସତ୍ୟବାଦୀ, ବୃନ୍ଦାବନ ଓ ବାଲେଶ୍ୱର ଜିଲ୍ଲାର ରେମୁଣା ଆଦିରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣଙ୍କର ବେଣୁଧାରୀ ବିଗ୍ରହ — ୧. An idol representing Ṡrīkṛushṇa set up at different places (e.g. Satyabādi, Bṛundābana and Remuṇā).
୨. ଲୋକଙ୍କ ନାମ — ୨. A name given to males.