Jump to content

ଗୋବର

ଉଇକିଅଭିଧାନ‌ରୁ

ଗୋବର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋବିଟ୍; ଗୋମୟ)

[ସମ୍ପାଦନା]
୧. ଗୋରୁର ବିଷ୍ଠା; ଗୋମୟ —୧. Cowdung; droppings of cattle.

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ମତରେ ଗୋବର ପବିତ୍ର ପଦାର୍ଥ ଅପରିଷ୍କୃତ ଓ ଅଶୁଦ୍ଧ ସ୍ଥାନକୁ ଗୋବରରେ ଲିପିଲେ ତାହା ଶୁଦ୍ଧ ହୁଏ ଏହା ସେବନ କଲେ ଶରୀରରୁ ପାପଜନିତ ମଳ ଦୁର ହୁଏ ଗୋବର ଶୁଖିଗଲେ ଘସି ହୋଇ ଜାଳ ହୁଏ; ସଢ଼ିଲେ କ୍ଷେତ୍ରରେ ସାର ବା ଖତରୂପେ ଲାଗେଷଣ୍ଡର ଗୋବର ଶୁଦ୍ଧିକାର୍ଯ୍ୟରେ ଲାଗେ ନାହିଁ; ଗୋବର ପଞ୍ଚଗବ୍ୟର ଗୋଟିଏ ଉପକରଣ; ବଙ୍ଗଳା, ହିନ୍ଦି, ଓଡ଼ିଆ ଓ ମରହଟ୍ଟୀ ଭାଷାରେ ଗୋମୟର ଏହିରୂପ ଦେଖାଯାଏ]

୨. (ଲକ୍ଷଣାର୍ଥ)—ଅତି ଅସାର ବସ୍ତୁ — Very unsubstantial material.

(ଯଥା—ତାହା ମସ୍ତିଷ୍କରେ ଗୁଡ଼ିଏ ଗୋବର ଅଛି)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚୁର୍ଣ୍ଣୀକୃତ ଗୋମୟ — Cowdung pulversied (M.W.)