ଗୋରଖା

ଉଇକିଅଭିଧାନ‌ରୁ

ଗୋରଖା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହିମାଳୟ ପ୍ରଦେଶସ୍ଥ ନେପାଳରାଜ୍ୟର ଯୋଦ୍ଧା ସୈନ୍ୟ ଜାତିବିଶେଷ; ଗୁର୍ଖା —୧. The Gurkhas; a warrior class of Nepal.
୨. ନେପାଳର ଗୋଟିଏ ପାର୍ବତ୍ୟ ନଗର; ଗୋରକ୍ଷପୁର (ଏହା ନେପାଳର ରାଜଧାନୀ କାଟାମାଣ୍ଡୁର ପଶ୍ଚିମରେ) —
୨. Name of a hilly town in Nepal (to the west of Katamandu, the capital of Nepal).

୩. ନେପାଳର ଗୋଟିଏ ପ୍ରଦେଶ — ୩. Name of a province of Nepal.