ଗୋରଡ଼ା

ଉଇକିଅଭିଧାନ‌ରୁ

ଗୋରଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫରାସୀ - ଗିର୍ଦ; ଗିର୍ଦା)[ସମ୍ପାଦନା]

୧. ଗୋରୁ ଖୁଆଡ଼ — ୧. Cattle-pen.
୨. ବାଡ଼ଦିଆ ଉଦ୍ୟାନ — ୨. A garden surrounded by enclosure or fencing.
୩. ବୈଦିକ ବ୍ରାହ୍ମଣଙ୍କ ଶାଖାଭେଦ — ୩. A class of B&aline;i̱dika Brāhmaṇas.
୪. ପାନବରଜ ସନ୍ନିହିତ ତୃଣୋଦ୍ୟାନ — ୪. A garden of reeds attached to a betel- plantation.
୫. ଦରଜ ଓ ବ୍ୟଥା ନିବାରଣାର୍ଥ ନବପ୍ରସୂତିର ଜନନେ— ନ୍ଦ୍ରିୟରେ ଅନ୍ୟ ବ୍ୟକ୍ତି ଉତ୍ତପ୍ତ ଗୋଇଠିଦ୍ୱାରା ସେକଦେବା — ୫. Dry fomentation of the private parts of a newly delivered woman with the heel of a person warmed over a brisk fire (to alleviate the after-pains of child-birth).

ପ୍ରାଦେଶିକ -[ସମ୍ପାଦନା]

୧. (ଗଡ଼ଜାତ) ବି—ବାଡ଼ — ୧. Enclosure; fencing.
୨. (ବାଲେଶ୍ୱର) ବି—ମକଦ୍ଦମା ବିଚାରବେଳେ ଯେଉଁଠାରେ ଆସାମୀ ଠିଆ ହୁଏ —୨. An accused's dock.