ଗୋରୁ

ଉଇକିଅଭିଧାନ‌ରୁ

ଗୋରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋ)[ସମ୍ପାଦନା]

୧. ଗୋଜାତୀୟ ଜୀବସାଧାରଣ (ଷଣ୍ଢ, ଗାଈ, ବଳଦ, ବାଛୁରୀ) —୧. Cattle; kine (bull, ox, cow, calf).

ରଜ୍ଜୁରେ ଗୋରୁ ଯେହ୍ନେ ଥାଇ, କେଶିକି ନ ପାରଇ ଯାଇ ଜଗନ୍ନାଥ. ଭାଗବତ

୨. ଗାଈ —୨. Cow.

କେମନ୍ତ ଗୋରୂରୂପ ଧରି, କ୍ଷୀର ସବିଲା ବସୁନ୍ଧରୀ—ଜଗନ୍ନାଥ. ଭାଗବତ

୩. (ଲକ୍ଷଣାର୍ଥ) ନିର୍ବୋଧ ବ୍ୟକ୍ତି — ୩. A fool; stupid person; simpleton.
୪. (ଲକ୍ଷଣାର୍ଥ) ନିଷ୍କପଟ ବ୍ୟକ୍ତି — ୪. A frank or simple-minded person.