ଗୋଲ୍ ଦେବା
ଫୁଟବଲ୍ ଖେଳରେ ଏକ ପକ୍ଷ ଅପର ପକ୍ଷର ଗୋଲ୍ ସୀମା ମଧ୍ୟରେ ପେଣ୍ଡୁକୁ ଗଳାଇ ନେବାଦ୍ୱାରା ଅନ୍ୟ ପକ୍ଷକୁ ବୋଝ ଦେବା — To score a goal in the game of foot-ball.