ଗୋଳାଇବା

ଉଇକିଅଭିଧାନ‌ରୁ

ଗୋଳାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଗୋଳେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଘୁଟ ଧାତୁ=ଆଲୋକଡ଼ନ କରିବା)[ସମ୍ପାଦନା]

୧. (ସକର୍ମକ) ଦ୍ରବ ପଦାର୍ଥ ସହ ଅନ୍ୟ ପଦାର୍ଥ ମିଶାଇବା; ଗୋଳିବା —To mix up some thing with water or liquid.
୨. (ସକର୍ମକ) ଘାଣ୍ଟିବା; ଆଲୋଡ଼ନ କରିବା — ୨. To stir up; to agitate.
୩. (ଅକର୍ମକ) ଛୁଆଁ ଅଛୁଆଁ ବାରଣ ନ ରଖିବା — ୩. Not to discriminate between what is to be touched and what not.
୪. (ସକର୍ମକ) ଗୋଳମାଳ କରିଦେବା — ୪. To confuse.
୫. (ଅକର୍ମକ) ଅପାନ ବାୟୁ ତ୍ୟାଗଦ୍ୱାରା ବାୟୁକୁ ଦୁର୍ଗନ୍ଧମୟ କରିବା —୫. To pollute the air by passing wind.
୬. ଗୋଳିବାର ଣିଜନ୍ତରୂପ — ୬. Causative form of Goḻibā.