ଗୋଳିଆଗୋଳି
ଦେଖଣା
ଗୋଳିଆଗୋଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଘାଣ୍ଟିବା — ୧. Stirring up to gether.
- ୨. ମିଶ୍ରଣ —୨. Mixture.
- ୩. ଗୋଳମାଳ; ଅସ୍ତବ୍ୟସ୍ତତା —୩. Confusion; consternation.
- ୪. ଅନେକ ପରିବା ମିଶ୍ରିତ ତରକାରୀ; ଘାଣ୍ଟତିଅଣ — ୪. Hotchpot; hodgepodge.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମିଶ୍ରିତ (ବହୁଦ୍ରବ୍ୟ) — ୧. Mixed up (many things).
- ୨. ଭଲ ଓ ମନ୍ଦ ମିଳାମିଶା ହୋଇଥିବା — ୨. Having good mixed up with evil.
- ୩. ଅସ୍ତବ୍ୟସ୍ତ —୩. Confused.
- ୪. ଅନିର୍ଦ୍ଦିଷ୍ଟ; ଅନିଶ୍ଚିତ —୪. Uncertain.
- ୫. ଘଣ୍ଟା ହୋଇଥିବା —୫. Stirred up.