ଗୋଶାଳା
ଦେଖଣା
ଗୋଶାଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋ+ଶାଳା)
[ସମ୍ପାଦନା]- ୧. ଗୋରୁ ରହିବାର ସ୍ଥାନ; ଗୁହାଳ —୧. Cow-shed.
- ୨. ଭାରତର ସ୍ଥାନେ ସ୍ଥାନେ ଦାନଶୀଳ ଲୋକମାନଙ୍କଦ୍ୱାରା ପ୍ରତିଷ୍ଠିତ ଅକର୍ମଣ୍ୟ ଗୋରୁମାନଙ୍କ ଆଶ୍ରୟସ୍ଥାନ — Goshala; houses built and maintained by charitable people for protecting old and helpless cattle.