ଗୋସାଣୀ

ଉଇକିଅଭିଧାନ‌ରୁ

ଗୋସାଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ.[ସମ୍ପାଦନା]

୧. ମାତା ଓ ଗୋସାଇଁ ମା — ୧. Mother and grandmother.
୨. ପିଶାଚୀ; ଡାହାଣୀ ୨. Witch; demoness; she-ghost.
୩. ଦୁଷ୍ଟା ଦେବୀବିଶେଷ — ୩. A wicked Deity (goddess).
୪. ଯୋଗିନୀ; ଦୁର୍ଗାଙ୍କ ପାର୍ଶ୍ୱଚରୀ ଦେବୀ — ୪. An attendant Deity of Durga.