ଗୋସିଆଁ

ଉଇକିଅଭିଧାନ‌ରୁ

ଗୋସିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ଗୃହସ୍ୱାମୀ, ଗୋସ୍ୱାମୀ)[ସମ୍ପାଦନା]

୧. ଗୃହସ୍ୱମୀ — ୧. Householder.
୨. ଭୃତ୍ୟର ମାଲିକ; ଭୃତ୍ୟର ସ୍ୱାମୀ — ୨. Master of a servant.
୩. ପଶୁ ବା ଦ୍ରବ୍ୟର ମାଲିକ —୩. Owner of a beast or thing.

ମାଘେ ମଇଁଷି, ଭୋଦୁଆଁ ବାଈ, ଅଶିଣେ ଘୋଡା ଗୋସିଆଁ ଖାଇ ଢଗ

୪ : ସ୍ୱାମୀ; ଭର୍ତ୍ତା —୪. Husband.

୫ : ରକ୍ଷକ —୫. Protector.

ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]

୧ : ଯାହାର ରକ୍ଷକ ଅଛି — ୧. Having a protector.

୨. ଯାହାର ସ୍ୱାମୀ ବା ମାଲିକ ଅଛି — ୨. Having an owner or master.
୩. ଯେଉଁ ସ୍ତ୍ରୀର ପତି ଜୀବିତ ଅଛି; ଅହିଅ — ୩. (a woman) Having her husband living.