ଗୋସୁଆରା

ଉଇକିଅଭିଧାନ‌ରୁ

ଗୋସୁଆରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୋସ୍ୱାରା=ସଂକ୍ଷିପ୍ତ ବିବରଣ)[ସମ୍ପାଦନା]

୧. ଓଡ଼ିଶାର ଗତ ୧୮୪୨: ସାଲର ରାଜସ୍ୱବନ୍ଦୋବସ୍ତରେ ପ୍ରସ୍ତୁତ ହୋଇଥିବା ଭୂମିସଂକ୍ରାନ୍ତ ସଂକ୍ଷିପ୍ତ ବିବରଣ ଥିବା କାଗଜ —୧. Abstract account of lands prepared during the Revenue Settlement of Orissa in ୧୮୪୨.
୨. ଯେଉଁ ବନ୍ଦବସ୍ତ ବା ବଣ୍ଟରା କାଗଜରେ ଭୂମିର ପରିମାଣ ଆଦି ବର୍ଣ୍ଣିତ ହୋଇ ଲେଖାଥାଏ —୨. Public paper or record in which particulars or abstracts of land (in settlement or partition proceedings) are recorded.
୩. ସଂକ୍ଷିପ୍ତ ହିସାବ —୩. An abstact of account.


୪ : ଜମିଦାରୀ ବଣ୍ଟରା ହେବା ସମୟରେ ଭନ୍ନ ଭିନ୍ନ ସରିକିଦାରଙ୍କ କଛରେ ପଡ଼ିବା ଜମିବା ବିବରଣ ଓ ତାଲିକା ଯେଉଁ କାଗଜରେ ଲିପିବଦ୍ଧ ହୋଇଥାଏ —୪. A detailed statement and description of the lands falling to the allotments of different co- sharers during estates-partition.