ଗୋହିରି

ଉଇକିଅଭିଧାନ‌ରୁ

ଗୋହିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦୁଇ ପାଖେ ବାଡ଼ ଥିବା ସଂକୀର୍ଣ୍ଣ ପଥ — ୧. Narrow lane with fences on both sides.

ଆମ୍ଭମାନଙ୍କ ଚମ୍ପା ଗୋହିରି ମଝିରେ ମାଣିଆବନ୍ଧ ପଣତକାନୀ ଉଡ଼ାଇ ଦୁଇ ଡେଣା ଦୋହଲାଇ ଚାଲିବା ବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲା ଯାଇ ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. ଜଳ ନାଳ —୨. Water-channel.