ଗୋହିରି
- ୧. ଦୁଇ ପାଖେ ବାଡ଼ ଥିବା ସଂକୀର୍ଣ୍ଣ ପଥ — ୧. Narrow lane with fences on both sides.
ଆମ୍ଭମାନଙ୍କ ଚମ୍ପା ଗୋହିରି ମଝିରେ ମାଣିଆବନ୍ଧ ପଣତକାନୀ ଉଡ଼ାଇ ଦୁଇ ଡେଣା ଦୋହଲାଇ ଚାଲିବା ବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲା ଯାଇ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୨. ଜଳ ନାଳ —୨. Water-channel.